Are Re Re - From "Balunga Toka"
1
views
Lyrics
ପଲକେ ନୂଆଁ ସପନ ବସା ବାନ୍ଧୁଥିଲା ଶୁଣି ତୋ ପାଦ ଶବଦ ଆଖି ଖୋଲିଗଲା ହାଏ, ଫିକା-ଫିକା ଏଇ ମନେ ରଙ୍ଗ ଲାଗିଗଲା ♪ ପଲକେ ନୂଆଁ ସପନ ବସା ବାନ୍ଧୁଥିଲା ଶୁଣି ତୋ ପାଦ ଶବଦ ଆଖି ଖୋଲିଗଲା ହାଏ, ଫିକା-ଫିକା ଏଇ ମନେ ରଙ୍ଗ ଲାଗିଗଲା ଆରେ-ରେରେ-ରେରେ ମୋର ନିଦ ହଜିଗଲା (ହୁଁ-ହୁଁ-ହୁଁ) ଆରେ-ରେରେ-ରେରେ ମତେ ପ୍ରେମ ହେଇଗଲା ଆରେ-ରେରେ-ରେରେ ମୋର ନିଦ ହଜିଗଲା ଆରେ-ରେରେ-ରେରେ ମତେ ପ୍ରେମ ହେଇଗଲା ମନରେ ନୂଆଁ ଭାବନା ଦୋଳି ଖେଳୁଥିଲା ଶୁଣି ତୋ ପାଦ ଶବଦ ନିଦ ଭାଙ୍ଗିଗଲା ସତେ ନୂଆ-ନୂଆ ସପନକୁ ଡେଣା ମିଳିଗଲା ଆରେ-ରେରେ-ରେରେ ମୋର ନିଦ ହଜିଗଲା (ହୁଁ-ହୁଁ-ହୁଁ) ଆରେ-ରେରେ-ରେରେ ମତେ ପ୍ରେମ ହେଇଗଲା ଆରେ-ରେରେ-ରେରେ ମୋର ନିଦ ହଜିଗଲା ଆରେ-ରେରେ-ରେରେ ମତେ ପ୍ରେମ ହେଇଗଲା ♪ ପାଗଳ ମୁଁ ହେଇଯିବି ଖୁସିରେ ଲାଗୁନାହିଁ ପାଦ ଆଜି ଭୂଇଁରେ ପ୍ରେମ ଏମିତିକା ଯାଦୁ ତତେ, ମତେ କଲା କାବୁ ଖାଲି ମନେ ରହିଲୁ ତୁ ବାକି ଭୁଲିଗଲି ସବୁ ତୋ ଠାରୁ ଥିଲି ବହୁ ଦୂରରେ ପାଇଗଲି ତତେ ଆଜି ବାହୁରେ ହାଏ, ଧିରେ-ଧିରେ ପ୍ରେମ ତୋର ରଙ୍ଗ ବୋଳିଦେଲା ଆରେ-ରେରେ-ରେରେ ମୋର ନିଦ ହଜିଗଲା (ହୁଁ-ହୁଁ-ହୁଁ) ଆରେ-ରେରେ-ରେରେ ମତେ ପ୍ରେମ ହେଇଗଲା ଆରେ-ରେରେ-ରେରେ ମୋର ନିଦ ହଜିଗଲା ଆରେ-ରେରେ-ରେରେ ମତେ ପ୍ରେମ ହେଇଗଲା ♪ ଆଗରୁ ନ ଥିଲା କେହି ଜୀବନେ ଆଙ୍କିଦେଲି ଛବି ତୋର ଏ ମନେ ପ୍ରେମ ସିନା ଦିଶେ ନାହିଁ ହେଇଗଲେ ଲୁଚେ ନାହିଁ କେବେ ପ୍ରେମ ଯାଏ ହୋଇ କିଛି ଜଣା ପଡ଼େ ନାହିଁ ମନ ମାନିନେଲା କଥା ଆଖିର କରିନେଲା ତତେ ଅତି ନିଜର ମନ କାଗଜର ନାଆ ପରି ଦୂରେ ଭାସିଗଲା ଆରେ-ରେରେ-ରେରେ ମୋର ନିଦ ହଜିଗଲା (ହୁଁ-ହୁଁ-ହୁଁ) ଆରେ-ରେରେ-ରେରେ ମତେ ପ୍ରେମ ହେଇଗଲା ପଲକେ ନୂଆଁ ସପନ ବସା ବାନ୍ଧୁଥିଲା ଶୁଣି ତୋ ପାଦ ଶବଦ ଆଖି ଖୋଲିଗଲା ହାଏ, ଫିକା-ଫିକା ଏଇ ମନେ ରଙ୍ଗ ଲାଗିଗଲା ଆରେ-ରେରେ-ରେରେ ମୋର ନିଦ ହଜିଗଲା (ହୁଁ-ହୁଁ-ହୁଁ) ଆରେ-ରେରେ-ରେରେ ମତେ ପ୍ରେମ ହେଇଗଲା ଆରେ-ରେରେ-ରେରେ ମୋର ନିଦ ହଜିଗଲା (ଆରେ-ରେରେ-ରେରେ ମୋର ନିଦ ହଜିଗଲା) ଆରେ-ରେରେ-ରେରେ ମତେ ପ୍ରେମ ହେଇଗଲା (ଆରେ-ରେରେ-ରେରେ ମତେ ପ୍ରେମ ହେଇଗଲା)
Audio Features
Song Details
- Duration
- 06:29
- Key
- 4
- Tempo
- 87 BPM