Sambalpuri Gudiya
2
views
Lyrics
Baby ତୋର୍ ଇଶାରା କରିଦେସି ଲୋ ପାଗଲା ତତେ ଦିଲ୍ ଦେଇ ବନିଗଲି ଦିଲୱାଲା ଶୁନ ମୋର cuty, lovely ଗୁଡ଼ିଆ ଉଡେଇନେଲୁ baby ମୋର୍ दिल की चिड़िया ♪ Sweet sweet ନଖରା କରିଦସି ବାଉରା Smile ଦେଖି ଘାୟଲ ମୋର୍ दिल ବିଚରା Cute ଦେଖି beauty ମୁଇଁ ହେଇଛେ ଦିୱାନା ତୋର୍ खूबसूरती ଦେଖି ପାଗଲ ଇ ज़माना ଦିୱାନା, ଦିୱାନା, ମୁଇଁ ତୋର୍ ଦିୱାନା ଇଶାରା ତୋର୍ ଇଶାରା, ଦେଖି ମୁଇଁ ପାଗଲା ♪ ପାଗଲ କରିଦେସି ତୋର୍ तिरछी नज़रिया Slowly slowly ନାଇଁ ହଲା ତୋର୍ पतली कमरिया ତୋର୍ ମୁଲମୁଲକି ହସି ଉଡେଇନେସି ମୋର୍ निंदिया ତୁଇ ସୁନା ମୋର୍ ସମ୍ବଲପୁରୀ ଗୁଡ଼ିଆ ସମ୍ବଲପୁରୀ ଗୁଡ଼ିଆ Baby baby, ସମ୍ବଲପୁରୀ ଗୁଡ଼ିଆ ତୁଇ ସୁନା ସମ୍ବଲପୁରୀ ଗୁଡ଼ିଆ Baby ତୁଇ ସମ୍ବଲପୁରୀ ଗୁଡ଼ିଆ ♪ ଦିନ୍ ରାତି ଖାଲି ଦେଖୁଥିସି ତୋର୍ ସପନ୍ ସବୁବେଲେ ତତେ ଖୁଜୁଥିସି ମୋର୍ ମନ୍ ହେଇଯା ମୋର୍ दिल की रानी, ନାଇଁ କର ବାହାନା ତୋର୍ ଲାଗି mad ମୁଇଁ ହେଇ ଯାଉଛେ ਸੋਹਣਾ ♪ ନାଇକରି ବାହାନା, ଦିଲ୍ ଦେଇଦେଲି ਸੋਹਣਾ ମୁଇଁ ତୋର୍ दिल की रानी, ତୁଇ ମୋର୍ ଦିୱାନା କହିଦେ ଥରେ ତୁଇ ଆଉ ମୋର୍ ପାଗଲା ହେଇଯା ମଜନୁ, ମୁଇଁ ବନିଯିମି ଲୈଲା ମୋତେ love କରସୁ ବୋଲି କହି ଦେଇଯା ଦୁରେ-ଦୁରେ ରହି ମତେ ନେଇଦେ सज़ा ମୋର୍ ହାତଥି ତୋର୍ ହାତ ଦେଇଦେ ਸੋਹਣਾ ମୁଇଁ ତୋର୍ ଦିୱାନୀ, ତୁଇ ମୋର୍ ଦିୱାନା
Audio Features
Song Details
- Duration
- 03:22
- Tempo
- 143 BPM