Ekda Ekda Raa
2
views
Lyrics
ମୋର୍ ଗୁଲାପି ଗାଲିରେ ମୋର୍ ଛୁମକୁ ଛୁମା ଚାଲିରେ (ହାଃଆ) ମୋର୍ ଗୁଲାପି ଗାଲିରେ ମୋର୍ ଛୁମକୁ ଛୁମା ଚାଲିରେ (ହାଏ) ଉଲ୍ ଟି ଦେଖିଲି ପୁଲ୍ ଟି ଦେଖିଲି ନାଇଁ ଦେଲୁ ଚଁହରା ଆ, ଆ, ଆ, ଆ ଏକଡ଼ା ଏକଡ଼ା ରା ରେ ପିଲା ଏକଡ଼ା ଏକଡ଼ା ରାହା ଏକଡ଼ା ଏକଡ଼ା ରା ରେ ପିଲା ଏକଡ଼ା ଏକଡ଼ା ରାହା ମୋର୍ ଗୁଲାପି ଗାଲିରେ ମୋର୍ ଛୁମକୁ ଛୁମା ଚାଲିରେ (ହାଏ) ମୋର୍ ଗୁଲାପି ଗାଲିରେ ମୋର୍ ଛୁମକୁ ଛୁମା ଚାଲିରେ ଆରେ ଫୁଲକା ଫୁଲକା ଗାଲ୍ ନନୀ ତୋର୍, କୁଞ୍ଚ କୁଞ୍ଚିଆ ବାଲ୍ ରେ ନନୀ କୁଞ୍ଚ କୁଞ୍ଚିଆ ବାଲ୍ ନନୀ ତୋର୍ କୁଞ୍ଚ କୁଞ୍ଚିଆ ବାଲ୍ ବାଲେ ମାଖିଛୁ ବାସନା ତେଲରେ କରିଦେଲା କମାଲ୍ ଆରେ ଫୁଲକା ଫୁଲକା ଗାଲ୍ ନନୀ ତୋର୍, କୁଞ୍ଚ କୁଞ୍ଚିଆ ବାଲ୍ ରେ ନନୀ କୁଞ୍ଚ କୁଞ୍ଚିଆ ବାଲ୍ ନନୀ ତୋର୍ କୁଞ୍ଚ କୁଞ୍ଚିଆ ବାଲ୍ ବାଲେ ମାଖିଛୁ ବାସନା ତେଲରେ କରିଦେଲା କମାଲ୍ ମୋର୍ ମନ୍ ଖୋଜୁଛେ ମନର୍ ଜୁଲି କେବେ ଦେବୁନ ଧରା ହୋଇଗୋ, ହୋଇଗୋ, ହୋଇଗୋ ଏକଡ଼ା ଏକଡ଼ା ରା ରେ ପିଲା ଏକଡ଼ା ଏକଡ଼ା ରାହା ଏକଡ଼ା ଏକଡ଼ା ରା ରେ ପିଲା ଏକଡ଼ା ଏକଡ଼ା ରାହା ମୋର୍ ଗୁଲାପି ଗାଲିରେ ମୋର୍ ଛୁମକୁ ଛୁମା ଚାଲିରେ (ହାଏ) ମୋର୍ ଗୁଲାପି ଗାଲିରେ ମୋର୍ ଛୁମକୁ ଛୁମା ଚାଲିରେ ଆରେ ବିନ୍ ବୟସେ ହାଏ ଗୋରା ତୋର୍ ମନକେ ନେଲୁ ଘିନି ପିଲାରେ ମନକେ ନେଲୁ ଘିନି ପିଲାରେ ମନକେ ନେଲୁ ଘିନି ଫୁସଲା କଥା କାଇଁ ଶିଖୁଛୁରେ ନାଇଁ ପାରୁଛେ ଜାନି ଆରେ ବିନ୍ ବୟସେ ହାଏ ଗୋରା ତୋର୍ ମନକେ ନେଲୁ ଘିନି ପିଲାରେ ମନକେ ନେଲୁ ଘିନି ପିଲାରେ ମନକେ ନେଲୁ ଘିନି ଫୁସଲା କଥା କାଇଁ ଶିଖୁଛୁରେ ନାଇଁ ପାରୁଛେ ଜାନି ମନକେ ବୁଝା ହୋଇଗୋ ରଜା ମନକେ ବୁଝା ହୋଇଗୋ ରଜା କାଏଁ ଜୁହା ପଁହରା ହାଏ, ଏକଡ଼ା ଏକଡ଼ା ରା ରେ ପିଲା ଏକଡ଼ା ଏକଡ଼ା ରାହା ଏକଡ଼ା ଏକଡ଼ା ରା ରେ ପିଲା ଏକଡ଼ା ଏକଡ଼ା ରାହା ମୋର୍ ଗୁଲାପି ଗାଲିରେ ମୋର୍ ଛୁମକୁ ଛୁମା ଚାଲିରେ (ହାଃଆ) ମୋର୍ ଗୁଲାପି ଗାଲିରେ ମୋର୍ ଛୁମକୁ ଛୁମା ଚାଲିରେ (ଏ) ଆରେ ମନ୍ ଦେଇକରି ମନ୍ ପାଇଛେଁ କରମି ତତେ ଜୁଲି ଧନରେ କରମି ତତେ ଜୁଲି ଧନରେ, କରମି ତତେ ଜୁଲି ହାତ୍ ଧରାଧୁରି ହେଇ ଯାଉଥିଲେ ରେ ମହକି ଯିବା ଖୁଲି ମନ୍ ଦେଇକରି ମନ୍ ପାଇଛେଁ କରମି ତତେ ଜୁଲି ଧନରେ କରମି ତତେ ଜୁଲି ଧନରେ, କରମି ତତେ ଜୁଲି ହାତ୍ ଧରାଧୁରି ହେଇ ଯାଉଥିଲେ ରେ ମହକି ଯିବା ଖୁଲି ଚାଲ୍ ପଲାମା ହୋଇଗୋ ପିଲା ଚାଲ୍ ପଲାମା ହୋଇଗୋ ପିଲା ମନ୍ ହେଇଗଲା ପୂରା ହାଏ, ଏକଡ଼ା ଏକଡ଼ା ରା ରେ ପିଲା ଏକଡ଼ା ଏକଡ଼ା ରାହା ଏକଡ଼ା ଏକଡ଼ା ରା ରେ ପିଲା ଏକଡ଼ା ଏକଡ଼ା ରାହା ମୋର୍ ଗୁଲାପି ଗାଲିରେ ମୋର୍ ଛୁମକୁ ଛୁମା ଚାଲିରେ (ହାଃଆ) ମୋର୍ ଗୁଲାପି ଗାଲିରେ ମୋର୍ ଛୁମକୁ ଛୁମା ଚାଲିରେ ଏକଡ଼ା ଏକଡ଼ା ରା ରେ ପିଲା ଏକଡ଼ା ଏକଡ଼ା ରାହା ମୋର୍ ଗୁଲାପି ଗାଲିରେ ମୋର୍ ଛୁମକୁ ଛୁମା ଚାଲିରେ (ହାଏ) ଏକଡ଼ା ଏକଡ଼ା ରା ରେ ପିଲା ଏକଡ଼ା ଏକଡ଼ା ରାହା ମୋର୍ ଗୁଲାପି ଗାଲିରେ ମୋର୍ ଛୁମକୁ ଛୁମା ଚାଲିରେ (ଆ-ଆ)
Audio Features
Song Details
- Duration
- 06:11
- Key
- 11
- Tempo
- 122 BPM