RASIA

6 views

Lyrics

ଲାଜକୁରୀ ଲତା ମୋର୍ (ଇ, ଇ, ଇ ରସିଆ)
 ଲାଜେ ଲାଜେ ହସିଦେଲା (ଇ, ଇ, ଇ ମନବସିଆ)
 ଲାଜକୁରୀ ଲତା ମୋର୍ ଲାଜେ ଲାଜେ ହସିଦେଲା
 ଲାଜକୁରୀ ଲତା ମୋର୍ ଲାଜେ ଲାଜେ ହସିଦେଲା
 ହାଏ ତୋର୍ nonstop ବାଲା ଇଶାରା
 Handsome ବାଲା ଚେହେରା
 ଦିୱାନୀ କରି, ଦିୱାନୀ କରି
 ମୋର ଦିଲ୍ कैद କରିନେଲା
 (ଉଇ ମା' ମୋତେ କ'ଣ ହେଲା?)
 ଇ, ଇ, ଇ, ଇ ରସିଆ
 ଇ, ଇ, ଇ, ଇ ମନବସିଆ
 ଇ, ଇ, ଇ, ଇ ରସିଆ
 ତତେ ଥରା-ନରା କରି ଫସେଇଦେଲା
 ଇ, ଇ, ଇ, ଇ ରସିଆ
 ଇ, ଇ, ଇ, ଇ ମନବସିଆ
 ଇ, ଇ, ଇ, ଇ ରସିଆ
 ମତେ ଥରା-ନରା କରି ଫସେଇଦେଲା
 ଇ, ଇ, ଇ, ଇ ରସିଆ
 ଇ, ଇ, ଇ, ଇ ମନବସିଆ
 ଇ, ଇ, ଇ, ଇ ରସିଆ
 ତତେ ଥରା-ନରା କରି ଫସେଇଦେଲା
 (ଇ, ଇ, ଇ ରସିଆ)
 (ଇ, ଇ, ଇ ମନବସିଆ)
 (ଇ, ଇ, ଇ ରସିଆ)
 (ତତେ ଥରା-ନରା କରି ଫସେଇଦେଲା)
 (DJ ସଞ୍ଜୁ)
 Tension-ଵେନସନ୍
 Tension-ଵେନସନ୍ ତୋର୍ ଲାଗିରେ ସୁନା
 କରମି ବୋଲି ମୋର୍ ମନମୋହିନୀ
 ହାଏରେ ମୋର୍ Madonna
 Tension-ଵେନସନ୍ ତୋର୍ ଲାଗି ରେ ସୁନା
 କରମି ବୋଲି ମୋର୍ ରଙ୍ଗରସିଆ
 ହାଏରେ ମୋର ସିଆନା
 ଦେଖି ତୋର୍ ଚମଚମ୍ ବାଲା ଚେହେରା
 Naughty-naughty ତୋର୍ ଇଶାରା
 ତୋର୍ ସାଙ୍ଗେ ମତେ, ମୋର୍ ସାଙ୍ଗେ ତତେ
 ପ୍ୟାର୍ ହେଇଗଲା
 (ଉଇ ମା' ମୋତେ କ'ଣ ହେଲା?)
 ଇ, ଇ, ଇ, ଇ ରସିଆ
 ଇ, ଇ, ଇ, ଇ ମନବସିଆ
 ଇ, ଇ, ଇ, ଇ ରସିଆ
 ମତେ ଥରା-ନରା କରି ଫସେଇଦେଲା
 ଇ, ଇ, ଇ, ଇ ରସିଆ
 ଇ, ଇ, ଇ, ଇ ମନବସିଆ
 ଇ, ଇ, ଇ, ଇ ରସିଆ
 ତତେ ଥରା-ନରା କରି ଫସେଇଦେଲା
 ଇ, ଇ, ଇ, ଇ ରସିଆ
 ଇ, ଇ, ଇ, ଇ ମନବସିଆ
 ଇ, ଇ, ଇ, ଇ ରସିଆ
 ମତେ ଥରା-ନରା କରି ଫସେଇଦେଲା
 (ଇ, ଇ, ଇ ରସିଆ)
 (ଇ, ଇ, ଇ ମନବସିଆ)
 (ଇ, ଇ, ଇ ରସିଆ)
 (ତତେ ଥରା-ନରା କରି ଫସେଇଦେଲା)

Audio Features

Song Details

Duration
03:43
Key
11
Tempo
80 BPM

Share

More Songs by DJ SANJU OFFICIAL

Albums by DJ SANJU OFFICIAL

Similar Songs