Puchuki Gali - Recreated Version
5
views
Lyrics
ସବୁ ଝିଅଙ୍କ ଗୋଟିଏ ରୋଗ (ଗୋଟିଏ ରୋଗ, ରୋଗ) ନାକ ଅଗରେ ତାଙ୍କରି ରାଗ (ରାଗ, ରାଗ) ଆରେ ଛୁଁ-ଛୁଁ ଦେବେ ଠେଲି (ପୁଚୁକି ଗାଲି fashion ବାଲି) ପୁଚୁକି ଗାଲି fashion ବାଲି ଚାଲି ତୋ Bombay, Delhi ମୋ ବୋପାଲୋ ମୋ ବୋପାଲୋ ଆଲୋ ଚଗଲି ରାଗ ତୋ ନାଲି କଥା ବନ୍ଧୁକ ଗୁଳି ମୋ ବୋପାଲୋ ମୋ ବୋପାଲୋ ସବୁ ଝିଅଙ୍କ ଗୋଟିଏ ରୋଗ ନାକ ଅଗରେ ତାଙ୍କରି ରାଗ ଆରେ ଛୁଁ-ଛୁଁ ଦେବେ ଠେଲି ମୋ ବୋପାଲୋ ମୋ ବୋପାଲୋ ପୁଚୁକି ଗାଲି fashion ବାଲି ଚାଲି ତୋ Bombay, Delhi ମୋ ବୋପାଲୋ ମୋ ବୋପାଲୋ ଗୋରୀ ତୁ ସତେ ଲୋଟଣୀ ପାରା କେବେ ମୋ ହାତେ ଦବୁଲୋ ଧରା ଗୋରୀ ତୁ ସତେ ଲୋଟଣୀ ପାରା କେବେ ମୋ ହାତେ ଦବୁଲୋ ଧରା ମୋତେ ଦେଖେଇ ଛଟକ ଛଇ ଫସେଇ ଦେଲୁ ଆଖି ନଚେଇ ସବୁ ଝିଅଙ୍କ ପୁରୁଣା ଖଈ ଭିତରେ ହବୁ ଉପରେ ନାହିଁ ଆରେ ମିଛେ-ମିଛେ ଦେବେ ଗାଳି ମୋ ବୋପାଲୋ ମୋ ବୋପାଲୋ ପୁଚୁକି ଗାଲି fashion ବାଲି ଚାଲି ତୋ Bombay, Delhi ମୋ ବୋପାଲୋ ମୋ ବୋପାଲୋ ମୋ ବୋପାଲୋ ମୋ ବୋପାଲୋ
Audio Features
Song Details
- Duration
- 03:25
- Key
- 9
- Tempo
- 140 BPM