Siyani
1
views
Lyrics
କଅଁଲିଆ ଖରା ଲେଖେ ଚମକି ଯାଉଛୁ ଏନ୍ତା ଚେହରା ଗୁରି ତୁଇ କେନୁ ପାଇଛୁ? ଲାଲ୍ ଗୁଲାବି ଫୁଲେଇ ଗାଲି ପାଗଲ୍ କରୁଛୁ ମନକେ ମୋର୍ ଚୁରେଇ କରି ନେଇ ଯାଉଛୁ ତୋର୍ ସୁନ୍ଦରୀ ମୁହେଁ କଜଲ୍ ମାଖୀ ମତେ ଦେଖି ହେସୁ ଚାଖି ହାଏ ରେ ମୋର୍ ଲହରମନି ହାଏ ଗୋ... ହାଏ ଗୋ ନନି, ତୁଇ ତ ବଡେ ସିଆନି, ସିଆନି ହାଏ ଗୋ ନନି, ତୁଇ ତ ବଡେ ସିଆନି, ସିଆନି ♪ ଏଇ ଚହଟ ମଲ୍ଲି, ଘାଏ ଦେଖିବି ତତେ ବୋଲି ରେ ନୁରୁଛେଁ ତୋର୍ ଗାଁ ଖୁଲି ହେଲେ ଲଗେଇ ମହନି ଲୁକିଦେସୁ ଜାନିଜାନି ରେ ମଲି ମୁଇଁ ହେଇ ଘିଚିଟାନି ତୁଇ ସଜେଇ ହେସୁ ମତେ ଦେଖି, ହୋ ତୁଇ ସଜେଇ ହେସୁ ମତେ ଦେଖି, କପାଲେ ଟିକିଲି ମାଖୀ ଶିଖିଛୁ କେତେ ଠାନି ହାଏ ଗୋ... ହାଏ ଗୋ ନନି, ତୁଇ ତ ବଡେ ସିଆନି, ସିଆନି ହାଏ ଗୋ ନନି, ତୁଇ ତ ବଡେ ସିଆନି, ସିଆନି ♪ ଲହ ଲହକା ଚାଲି ଦେଖି ଗଲିନ ବେହିଲି ରେ ମନଟା ଯାଏସି ପିଘିଲି ମୋର୍ ଧନ୍ କୁଆଁରି ରାନି ତୁଇ ବଢେ ଲୁଭ ଲୁଭାନି ତୋର୍ ସୁନ୍ଦରିପନ୍ ନେଲା ମତେ ଘିନି ତୋର୍ ଦିଲ୍ ଭିତରେ ମତେ ରଖି, ହୋ ତୋର୍ ଦିଲ୍ ଭିତରେ ମତେ ରଖି ନେଇଯା ମତେ ଡାକି ମୁଇଁ ରାଜା, ତୁଇ ମୋର୍ ରାନି ହାଏ ଗୋ ନନି... ହାଏ ଗୋ ନନି, ତୁଇ ତ ବଡେ ସିଆନି, ସିଆନି ହାଏ ଗୋ ନନି, ତୁଇ ତ ବଡେ ସିଆନି, ସିଆନି ହାଏ ଗୋ ନନି, ତୁଇ ତ ବଡେ ସିଆନି, ସିଆନି ହାଏ ଗୋ ନନି, ତୁଇ ତ ବଡେ ସିଆନି, ସିଆନି
Audio Features
Song Details
- Duration
- 04:37
- Key
- 11
- Tempo
- 116 BPM