Chhadi Ki Paribi - Lo-Fi
1
views
Lyrics
ଛାଡ଼ିକି ପାରିବି ତତେ ନିଃଶ୍ବାସ ମୋ ଛାଡ଼ିବା ଆଗରୁ ଉପେକ୍ଷା ପାରିବି କରି ଅପେକ୍ଷାର କାଳ ସରୁ ସରୁ ଆଚ୍ଛନ୍ନ କରିଛି ରୂପ ଚମତ୍କାର ଦୁର୍ଲଭ ଯା ସର୍ବତ୍ର ମହିରେ ଆଚ୍ଛନ୍ନ କରିଛି ରୂପ ଚମତ୍କାର ଦୁର୍ଲଭ ଯା ସର୍ବତ୍ର ମହିରେ ଆଖିରେ ଲେଖି ସପନ ବହୁ ବର୍ଣ ଭବ୍ୟ ସମାହାରେ ଛାଡ଼ିକି ପାରିବି ତତେ ନିଶ୍ୱାସ ମୋ ଛାଡ଼ିବା ଆଗରୁ ଉପେକ୍ଷା ପାରିବି କରି ଅପେକ୍ଷାର କାଳ ସରୁ ସରୁ ଜୀବନ ବିବର୍ଣ୍ଣ ଯଦି ରଙ୍ଗ ତୋର ନଦେଖେ ନୟନ ବଞ୍ଚିବା ନିଷ୍ଫଳ ଯଦି ତୋର ସ୍ମୃତି ନଆଣେ କମ୍ପନ କେମିତି ବା ବୁଝାଇବି ଭାଷା-ଶବ୍ଦ ସବୁ ଭୁଲୁଣ୍ଠିତ ତୋ ମୋ ସମ୍ପର୍କ କି କଷ୍ଟପ୍ରଦ ଅବୁଝା ଗଣିତ? ଆଚ୍ଛନ୍ନ କରିଛି ରୂପ ଚମତ୍କାର ଦୁର୍ଲଭ ଯା ସର୍ବତ୍ର ମହିରେ ଆଚ୍ଛନ୍ନ କରିଛି ରୂପ ଚମତ୍କାର ଦୁର୍ଲଭ ଯା ସର୍ବତ୍ର ମହିରେ ଆଖିରେ ଲେଖି ସପନ ବହୁ ବର୍ଣ ଭବ୍ୟ ସମାହାରେ ଛାଡ଼ିକି ପାରିବି ତତେ ନିଶ୍ଵାସ ମୋ ଛାଡ଼ିବା ଆଗରୁ ଉପେକ୍ଷା ପାରିବି କରି ଅପେକ୍ଷାର କାଳ ସରୁ ସରୁ କହିବାର ନାହିଁ ଶକ୍ତି ବୟସର ବୟସ୍କ ଲଗନେ ତୁହି ମୋ ରଜନୀଗନ୍ଧା ଭାବନାର ସୌମ୍ୟ ଉପବନେ କରୁଣାରେ ବିଜଳିତ ନୀରିମାୟା ନିରୀହ ହୃଦୟ ହେ ମୋର ଅବୁଝା ସାଥୀ ତୁହି ମୋର ନବ ସୂର୍ଯ୍ୟୋଦୟ ଆଚ୍ଛନ୍ନ କରିଛି ରୂପ ଚମତ୍କାର ଦୁର୍ଲଭ ଯା ସର୍ବତ୍ର ମହିରେ ଆଚ୍ଛନ୍ନ କରିଛି ରୂପ ଚମତ୍କାର ଦୁର୍ଲଭ ଯା ସର୍ବତ୍ର ମହିରେ ଆଖିରେ ଲେଖି ସପନ ବହୁ ବର୍ଣ ଭବ୍ୟ ସମାହାରେ ଛାଡ଼ିକି ପାରିବି ତତେ ନିଶ୍ଵାସ ମୋ ଛାଡ଼ିବା ଆଗରୁ ଉପେକ୍ଷା ପାରିବି କରି ଅପେକ୍ଷାର କାଳ ସରୁ ସରୁ
Audio Features
Song Details
- Duration
- 05:59
- Key
- 8
- Tempo
- 90 BPM