Le Leika Lachkamani - odia
3
views
Lyrics
ମନ ମୋର ଖୋଲା ଆକାଶ ତୁ ଗୋଟେ ରଙ୍ଗିଲା ଗୁଡ଼ି ତୋ ହାତେ ନଚେଇ ଦବୁ ନେ ଟିକେ ତୋ ଆଡ଼େ ଭିଡ଼ି ହେ, ମନ ମୋର ଖୋଲା ଆକାଶ ତୁ ଗୋଟେ ରଙ୍ଗିଲା ଗୁଡ଼ି ତୋ ହାତେ ନଚେଇ ଦବୁ ନେ ଟିକେ ତୋ ଆଡ଼େ ଭିଡ଼ି ତୋ ପାଖରେ ଥିବି, ତୋ ସେବା କରିବି ତୁ ରାଜି ହେଇଗଲେ ଧନ ଲେ ଲେଇକା ଲଚକମଣୀ ଲବଙ୍ଗ ଦିଆ ପାନ ପାନରେ ଅଛି ଗୁଆ ବଦଳେ ସୁନ୍ଦରୀ ତୋର ମନ ଲେ ଲେଇକା ଲଚକମଣୀ ଲବଙ୍ଗ ଦିଆ ପାନ ପାନରେ ନୁହେଁ ଟୋକା ତୋର ଅଲଗା ଆଡ଼େ ଧ୍ୟାନ, ଅଲଗା ଆଡ଼େ ଧ୍ୟାନ ♪ ଆଲୋ ମୋ ପାନ ପତୁରି ଝିଅ ତୁ ଭାରି ଚତୁରି ଗଲେଇ ଦେଲୁ ଛାତିରେ ମୋର ପ୍ରେମ କତୁରୀ ଆରେ ମୋ ରସିଆ ରାଜା ମୋରି ଘରକେ आजा ତୋ ପାଇଁ ଖୋଲା ରଖିଛି ମୋ ଘର ଦରଜା ତୋ ବୋଲ ମାନିବି, ହଁ, ବୁଲେଇ ନେବି ଖୁସି କରିଦେବି ମନ ଲେ ଲେଇକା ଲଚକମଣୀ ଲବଙ୍ଗ ଦିଆ ପାନ ପାନରେ ଅଛି ଗୁଆ ବଦଳେ ସୁନ୍ଦରୀ ତୋର ମନ ଆରେ, ଲେ ଲେଇକା ଲଚକମଣୀ ଲବଙ୍ଗ ଦିଆ ପାନ ପାନରେ ନୁହେଁ ଟୋକା ତୋର ଅଲଗା ଆଡ଼େ ଧ୍ୟାନ, ଅଲଗା ଆଡ଼େ ଧ୍ୟାନ ♪ ଆରେ ମୋ ରସିକ ମଣି ନାକରେ ପିଅନା ପାଣି କିଣିଦେ ଧନ ପାଟ ଓଢଣୀ, ହେବି ଘରଣୀ ଆଲୋ ମୋ ପୁଚୁକି ଦେବୀ ପୁଚୁକା ଖିଲେଇ ଦେବି କହୁନୁ କେବେ ମନ୍ଦିର ନେଇ ସିନ୍ଦୂର ଦେବି ଆଉ କହନା ଏତେ ତୋ ବାହାନା ଯେତେ ତୁ ଗଡଉଛୁ ଖାଲି ଦିନ ଲେ ଲେଇକା ଲଚକମଣୀ ଲବଙ୍ଗ ଦିଆ ପାନ ପାନରେ ନୁହେଁ ଟୋକା ତୋର ଅଲଗା ଆଡ଼େ ଧ୍ୟାନ ହେ, ଲେ ଲେଇକା ଲଚକମଣୀ ଲବଙ୍ଗ ଦିଆ ପାନ ପାନରେ ଅଛି ଗୁଆ ବଦଳେ ସୁନ୍ଦରୀ ତୋର ମନ ସୁନ୍ଦରୀ ତୋର ମନ ସୁନ୍ଦରୀ ତୋର ମନ
Audio Features
Song Details
- Duration
- 03:45
- Key
- 10
- Tempo
- 86 BPM