A Baula Rasia Pachhe Padigalana

1 views

Lyrics

ଗୁଡର୍ ପାୟଲ୍ ଛନଛନ୍ ଛନକି ଗଲାନ
 ଖନ୍-ଖନ୍ ଚୁଡି ହାତେ ମୋର୍ ଖନକି ଗଲାନ
 ଏ ବଉଲ... (ହେ, ହେ, ହେ, ହେ)
 ହୋଇଗୋ ବଉଲ ରସିଆ ପଛେ ପଡ଼ିଗଲେନ
 ସତେ ବଉଲ ରସିଆ ପଛେ ପଡ଼ିଗଲେନ
 ଗୁଡର୍ ପାୟଲ୍ ଛନଛନ୍ ଛନକି ଗଲାନ
 ଖନ୍-ଖନ୍ ଚୁଡି ହାତେ ମୋର୍ ଖନକି ଗଲାନ, ହାଏ ରେ
 ଏ ବଉଲ... (ହୋଏ, ହୋଏ, ହୋଏ, ହୋଏ)
 ହୋଇଗୋ ବଉଲ ରସିଆ ପଛେ ପଡ଼ିଗଲେନ, ହାଏ
 ସତେ ବଉଲ ରସିଆ ପଛେ ପଡ଼ିଗଲେନ
 ♪
 ଧକ୍-ଧକ୍ ଛାତି ମୋର୍ ଲାଗୁଛେ ଡର
 ନିଶା-ନିଶା କିଏ ଦେଲା କହର?
 ଇ ଚହଁରା ଲାଗେ କାହାର୍ ନଜର
 ♪
 ଲୁକି ଆସି କିଏ ଦେଲା ଖବର?
 ଲହର କାନି ମୋର୍ ମାରେ ଲହର
 ତା'ପାଇଁ ସାରା ମାରେ ସାରା ସହର
 ଲାଜୁଆପନ୍ ମୋର୍ ଯେନ୍ ଦିନୁ ଚଢ଼ିଗଲାନ
 ଲାଜୁଆପନ୍ ମୋର୍ ଯେନ୍ ଦିନୁ ଚଢ଼ିଗଲାନ
 ଏ ବଉଲ... (ହାଏ, ହାଏ, ହାଏ, ହାଏ)
 ହୋଇଗୋ ବଉଲ ରସିଆ ପଛେ ପଡ଼ିଗଲେନ
 ସତେ ବଉଲ ରସିଆ ପଛେ ପଡ଼ିଗଲେନ
 ♪
 କଅଁଲି କଷି ମୁଇଁ ଷୁଲ ବୟେସି
 କାଏଁ ଯାଦୁ କଲା ମୋର୍ ମୁଲକି ହସି?
 କାଏଁ କହେମି ସଭେ ଗଲେନ ଫସି, ହାଏ
 ♪
 ଚମକି ମରୁଛେଁ ମୁଇଁ ରାତି
 ସୁନା-ସୁନା ଲାଗେ ଲୁକା ପୀରତି
 ଖିଆଲି କଥା କୁଆଁରୀ ମନ୍ ଚୁରାସି
 ଯେନ୍ ଦିନୁ ଛିଁଦେଲା ମୋତେ ରେ ଷୁଲ ଫଗୁନ
 ଯେନ୍ ଦିନୁ ଛିଁଦେଲା ମୋତେ ରେ ଷୁଲ ଫଗୁନ, ହାଏ-ହାଏ ରେ
 ଏ ବଉଲ... (ହୋଏ, ହୋଏ, ହୋଏ, ହୋଏ)
 ହୋଇଗୋ ବଉଲ ରସିଆ ପଛେ ପଡ଼ିଗଲେନ
 ସତେ ବଉଲ ରସିଆ ପଛେ ପଡ଼ିଗଲେନ
 ଗୁଡର୍ ପାୟଲ୍ ଛନଛନ୍ ଛନକି ଗଲାନ
 ଖନ୍-ଖନ୍ ଚୁଡି ହାତେ ମୋର୍ ଖନକି ଗଲାନ
 ଏ ବଉଲ... (ହେ, ହେ, ହେ, ହେ)
 ହୋଇଗୋ ବଉଲ ରସିଆ ପଛେ ପଡ଼ିଗଲେନ
 ହାଏ, ବଉଲ ରସିଆ ପଛେ ପଡ଼ିଗଲେନ (ହାଏ)
 ବଉଲ ରେ ବଉଲ, ରସିଆ ପଛେ ପଡ଼ିଗଲେନ (ଓହୋ)
 ଏ ବଉଲ ରସିଆ ପଛେ ପଡ଼ିଗଲେନ (ହଁ-ହଁ)
 

Audio Features

Song Details

Duration
04:33
Key
11
Tempo
164 BPM

Share

More Songs by Sanju Mohanty

Similar Songs