Sundri Guriyaa

1 views

Lyrics

ତୋର୍ बाली उमरिया
 ଓରେ ସୁନା ଗୁରିଆ
 ତୋର୍ बाली उमरिया, ଓରେ ସୁନା ଗୁରିଆ
 ହାଏ ରେ ଲୈଲା, ତୋର୍ ଚେହେରା ମାରିଦେଲା
 ଫସେଇଦେଲା, ରସେଇଦେଲା ଇ ସୁନ୍ଦରୀ ଗୁରିଆ
 ମୋର୍ तारीफ़ ତୁଇ ଯେତେବେଲେ କରୁଥିସୁ
 ମୋତେ ଶୁନୁଥା-ଶୁନୁଥା ଲାଗସି ଏ ବାବୁ, ଏ ବାବୁ
 ତୋର୍ ସପନ୍ ରାତିସାରା ଦେଖୁଥିସି
 ମୋତେ ଦେଖୁଥା ଦେଖୁଥା ଲାଗସି ଏ ବାବୁ, ଏ ବାବୁ
 ଫସିଗଲି, ରସିଗଲି, ତୋର୍ ସାଙ୍ଗେ सावरिया
 ଫସେଇଦେଲା, ରସେଇଦେଲା ଇ ସୁନ୍ଦରୀ ଗୁରିଆ
 ହେ, ଦେହେ ତୋର୍ खुसबू ଫୁଲ୍ ଲେଖେ ମହକୁଥିସି ସୁନା ରେ, ସୁନା ରେ, ସୁନା ରେ
 ମନ ଭମରା ଘୁରି ବୁଲସି ଖାଲି ତୋର୍ ପଛେ-ପଛେ ରେ, ପଛେ ରେ
 ଦେହେ ମୋର୍ खुसबू, ହଁ ବାବୁ, ମହକୁଛି ତୋର୍ ଲାଗି ରେ, ଲାଗି ରେ, ଲାଗି ରେ
 ରାନୀ କରି ନେଇଯା, ହଁ ରାଜା, ମୋର୍ ହାତକେ ଘରୁ ମାଗି ରେ, ମାଗି ରେ
 ଏ baby, ମୋର୍ ସୁନା, ମୋର୍ ଫୁଲେଇ हसीना
 ରାନୀ କରି ନେଇଯିବା ତୋର୍ मजनू ଦିୱାନା
 ମୁଇଁ ତୋର୍ ରଙ୍ଗ୍-ରସିଆ
 ଫସେଇଦେଲା, ରସେଇଦେଲା ଇ ସୁନ୍ଦରୀ ଗୁରିଆ
 ଫସିଗଲି, ରସିଗଲି, ତୋର୍ ସାଙ୍ଗେ सावरिया
 ହଁ, ଆଁଖି ତୋର୍ କାଜଲ, ହଁ କାଜଲ, ବନେଇ ପକା ମୋତେ ରେ, ମୋତେ ରେ, ମୋତେ ରେ
 ଲାଗି ରହିଥିମି ସବୁବେଲେ ଖାଲି ତୋର୍ ଦୁଇ ଆଁଖି ରେ, ଆଁଖି ରେ, ଆଁଖି ରେ
 ତୁଇ ରାଗିଗଲେ, ରୁଷିଗଲେ, ମୋର୍ କାନ୍ ଧରି ମନାମି
 ନାଇଁ ଛାଡିଯିବୁ ମୋତେ ଏକଲା, ମୋର୍ ଦିଲଥି ତତେ ବସାମି, ବସାମି
 ନା ବାବା, ନାନା-ନା, ମୁଇଁ मजनू ରସିଆ
 ନାଇଁ ଛାଡେ ଲୋ କେଭେ ତତେ, ମୋର୍ ପାଗିଲି ଜାନିଥା
 ମୁଇଁ ତୋର୍ मन बसिया
 ଫସେଇଦେଲା, ରସେଇଦେଲା ଇ ସୁନ୍ଦରୀ ଗୁରିଆ
 ଫସିଗଲି, ରସିଗଲି, ତୋର୍ ସାଙ୍ଗେ सावरिया
 ଫସେଇଦେଲା, ରସେଇଦେଲା ଇ ସୁନ୍ଦରୀ ଗୁରିଆ

Audio Features

Song Details

Duration
04:14
Key
1
Tempo
177 BPM

Share

More Songs by Swagatika

Similar Songs