Mo Pari Bhakata To
1
views
Lyrics
ମୋ ପରି ଭକତ ତୋ ପାଇଁ କୋଟିଏ ମୋ ପରି ଭକତ ତୋ ପାଇଁ କୋଟିଏ ତୋ ପରି ଠାକୁର ମୋ ପାଇଁ ଗୋଟେ ତୋ ପରି ଠାକୁର ମୋ ପାଇଁ ଗୋଟେ ତୁ ଦୀନବନ୍ଧୁ, କରୁଣାର ସିନ୍ଧୁ ମୋ ଦୁଃଖରେ କାନ୍ଦୁ, ତୋ ଡୋରିରେ ବାନ୍ଧୁ ଜଗନ୍ନାଥ, ଜଗନ୍ନାଥ, ଜଗନ୍ନାଥ ରେ ♪ ଅଧା-ଗଢ଼ା ରୂପରେ ତୋର ମନ ହଜିଯାଏ ରେ ମୋର ଶ୍ରୀକ୍ଷେତ୍ରକୁ ଭରଷା କରି ସବୁ ଦୁଃଖ ଦିଏ ପାସରି ଅରଜିଲି ଖାଲି, ଅରଜିଲି ଖାଲି ପାପରୁ କୋଟିଏ ଅରଜିଲି ଖାଲି ପାପରୁ କୋଟିଏ ସକଳ ପାପକୁ ପୁଣ୍ୟ ତୁ ଗୋଟେ ସକଳ ପାପକୁ ପୁଣ୍ୟ ତୁ ଗୋଟେ ତୁ ଦୀନବନ୍ଧୁ, କରୁଣାର ସିନ୍ଧୁ ମୋ ଦୁଃଖରେ କାନ୍ଦୁ, ତୋ ଡୋରିରେ ବାନ୍ଧୁ ଜଗନ୍ନାଥ, ଜଗନ୍ନାଥ, ଜଗନ୍ନାଥ ରେ ♪ ଯେତେ ତତେ ଦେଲବ ମୁଁ ଗାଳି, କାଳିଆ ତୁ ହସୁଛୁ ଖାଲି ଡାକୁଛୁ ତୁ ବାହୁ ମେଲେଇ, ନେଉଛୁ ରେ ଡୋରି ଲଗେଇ ଜୀବନ ପଥେ ମୋ, ଜୀବନ ପଥେ ମୋ ଜଞ୍ଜାଳ କୋଟିଏ ଜୀବନ ପଥେ ମୋ ଜଞ୍ଜାଳ କୋଟିଏ ଆହାଃ କରିବାକୁ ସାହା ତୁ ଗୋଟିଏ ଆହାଃ କରିବାକୁ ସାହା ତୁ ଗୋଟିଏ ମୋ ପରି ଭକତ ତୋ ପାଇଁ କୋଟିଏ ମୋ ପରି ଭକତ ତୋ ପାଇଁ କୋଟିଏ ତୋ ପରି ଠାକୁର ମୋ ପାଇଁ ଗୋଟେ ତୋ ପରି ଠାକୁର ମୋ ପାଇଁ ଗୋଟେ ତୁ ଦୀନବନ୍ଧୁ, କରୁଣାର ସିନ୍ଧୁ ମୋ ଦୁଃଖରେ କାନ୍ଦୁ, ତୋ ଡୋରିରେ ବାନ୍ଧୁ ଜଗନ୍ନାଥ, ଜଗନ୍ନାଥ, ଜଗନ୍ନାଥ
Audio Features
Song Details
- Duration
- 05:11
- Key
- 8
- Tempo
- 150 BPM