To Matha Re Nali
Lyrics
ନାଲି ଅଳତା ♪ ତୋ ମଥାରେ ସିନ୍ଦୁର ଟୋପା ତୋ ପାଦରେ ନାଲି ଅଳତା ବଧୂ ବେଶେ ଯିବୁ ସଜ ହେଇ ନୂଆ ରାତି, ନୂଆ ସାଥି ପାଇ ବଧୂ ବେଶେ ଯିବୁ ସଜ ହେଇ ନୂଆ ରାତି ନୂଆ ସାଥି ପାଇ ତୁ ଭୁଲିବୁ ଦିନେ ମୋ କଥା ତୋ ମଥାରେ ସିନ୍ଦୁର ଟୋପା ତୋ ପାଦରେ ନାଲି ଅଳତା ♪ ମୋ ହାତ ଧରି ବାଟ ଚାଲୁଥିଲୁ, ଅଧା ବାଟେ ଛାଡ଼ିଗଲୁ କେଉଁ ସୁଖ ପାଇବାକୁ ଏତେ ଦୁଃଖ ଦେଲୁ? ମିଛ ଅଭିନୟ ବୁଝି ପାରିଲିନି, ଭଲପାଇ ଅନ୍ଧ ହେଲି ଆପଣାର କଲି ବୋଲି ପର ହେଇଗଲି ପୂଜା ଫୁଲ ମୋର ଦୋଳିଦେଇ ମୋତି ମାଣିକର ହାର ନାଇ ପୂଜା ଫୁଲ ମୋର ଦୋଳିଦେଇ ମୋତି ମାଣିକର ହାର ନାଇ ତୁ ଲେଖିବୁ ନୂଆ କବିତା ତୋ ମଥାରେ ସିନ୍ଦୁର ଟୋପା ତୋ ପାଦରେ ନାଲି ଅଳତା ♪ ଯୁଆଡେ ଯା' ତୁ ଦୁଃଖ ନାହିଁ ମୋର, ସୁଖରେ କଟୁ ତୋ ଦିନ ଜାଣିଲି ମୁଁ ସୁନା ଅଛି, ନାହିଁ ମୋର କାନ କେବେ ଯଦି ପୁଣି ଦେଖା ହେଇଯାଏ ପାଖକୁ ଆସିବୁ ଥରେ ମନ ଖୋଲି ହସିଦେଇ ଚାଲିଯିବୁ ଦୂରେ ଘର ସଜେଇବୁ ମନ ଦେଇ ନିଦ ହଜେଇବୁ କଥା କହି ଘର ସଜେଇବୁ ମନ ଦେଇ ନିଦ ହଜେଇବୁ କଥା କହି ତୋ ପାଇଁ ଜଳିବ ମୋ ଚିତା ତୋ ମଥାରେ ସିନ୍ଦୁର ଟୋପା ତୋ ପାଦରେ ନାଲି ଅଳତା ବଧୂ ବେଶେ ଯିବୁ ସଜ ହେଇ ନୂଆ ରାତି, ନୂଆ ସାଥି ପାଇ ବଧୂ ବେଶେ ଯିବୁ ସଜ ହେଇ ନୂଆ ରାତି ନୂଆ ସାଥି ପାଇ ତୁ ଭୁଲିବୁ ଦିନେ ମୋ କଥା ତୁ ଲେଖିବୁ ନୂଆ କବିତା ତୋ ପାଇଁ ଜଳିବ ମୋ ଚିତା
Audio Features
Song Details
- Duration
- 06:08
- Key
- 1
- Tempo
- 78 BPM