Hai Re Hai Tora Chehera

1 views

Lyrics

ହାଏରେ ହାଏ ତୋର ଚେହେରା
 ଶୁଆଇ ଦଉନି ରାତିସାରା
 ♪
 ମୋ ମନେ ପ୍ରେମ ସଜେଇ
 ତୁ ମୋତେ ଦେଲୁ ହଜେଇ
 ବୁଣିଦେଲୁ ଖୁସି ବାଟସାରା
 ହାଏରେ ହାଏ ତୋର ଚେହେରା
 ଶୁଆଇ ଦଉନି ରାତିସାରା
 ହାଏରେ ହାଏ ତୋର ଚେହେରା
 ଶୁଆଇ ଦଉନି ରାତିସାରା
 ମୋ ଆଖି ନିଦ ଚୋରେଇ
 ତୁ ନେଲୁ ମନ ଉଡେଇ
 ଜୀବନଟା ଲାଗେ ସ୍ବପ୍ନଭରା
 ହାଏରେ ହାଏ ତୋର ଇଶାରା
 ଶୁଆଇ ଦଉନି ରାତିସାରା
 ହାଏରେ ହାଏ ତୋର ଇଶାରା
 ଶୁଆଇ ଦଉନି ରାତିସାରା
 ♪
 ଦେଖୁଥିବି ତତେ ଏମିତି, ସମୟ ଥମିଯାଉ
 ଓଠ ମିଶିଯାଉ ଓଠରେ, ଦୂରତା କମିଯାଉ
 ଖେଳିଗଲା ଶିହରଣ, ତୋର ଓଠ ଛୁଆଁରେ
 ହଜିଗଲା ମନ ମୋର, ହଁ, ସପନର ଧୂଆଁରେ
 ମୁଁ ତୋର ପ୍ରେମୀ ଆୱାରା
 ତୋ ପାଇଁ ଅଛି କୁଆଁରା
 ତତେ ପାଇ ଆଶା ହେଲା ପୁରା
 ହାଏରେ ହାଏ ତୋର ଚେହେରା
 ଶୁଆଇ ଦଉନି ରାତିସାରା
 ହାଏରେ ହାଏ ତୋର ଇଶାରା
 ଶୁଆଇ ଦଉନି ରାତିସାରା
 ♪
 ସତଲାଗେ ଆଜି ସପନ, ଆସି ତୋର ବାହୁରେ
 ଭିଜେ ଦେହ, ମନ, ଜୀବନ, ତୋ ପ୍ରେମର ମହୁରେ
 ମନ ମୋର ଥିଲା ଆଗେ, ଗୋଟେ ଚଲା ବାଦଲ
 ଜାଗା ଦେଲୁ ଆଖିରେ ତୁ, ହୋ, ହେଲି ତୋର କଜଳ
 ମୋ ଦିନ ଆଉ ମୋ ରାତି
 ତୋ ବିନା ଲାଗେ ଏମିତି
 ସବୁ ଯେମିତି ଅଧା-ଅଧୁରା
 ହାଏରେ ହାଏ ତୋର ଇଶାରା
 ଶୁଆଇ ଦଉନି ରାତିସାରା
 ହାଏରେ ହାଏ ତୋର ଚେହେରା
 ଶୁଆଇ ଦଉନି ରାତିସାରା
 

Audio Features

Song Details

Duration
04:33
Key
9
Tempo
124 BPM

Share

More Songs by Shaan

Albums by Shaan

Similar Songs