Gelehi

6 views

Lyrics

ତୋର୍ ଗୁଲାବି ଚେହେରା (ଚେହେରା)
 କଲା ମତେ ବାଉରା (ବାଉରା)
 ଧୀରେ, ଧୀରେ love ହେଇଗଲା
 ତୋର୍ ଗୁଲାବି ଚେହେରା (ଚେହେରା)
 କଲା ମତେ ବାଉରା (ବାଉରା)
 ଧୀରେ, ଧୀରେ love ହେଇଗଲା
 ଏ କଷି ଅଁଏଲା, ଦିଲ୍ ମୋ hang ହେଲା
 ହାଏରେ ନବ ଛଏଲା, ବନିଯା ମୋର୍ ଲୈଲା
 ଦିୱାନା ବନିଗଲି, ଗଲି
 ମୋର୍ लड़ली, ମୋର୍ ପାଗେଲି
 ମୋର୍ ଗେଲେହି ରାନୀ
 भोला-भाला ଚେହରା ତୋର୍ କଲା impress
 ତୁଇ ଆମର୍ शोना ବାବୁ, ମୁଇ ତୋର୍ Princess
 ଦିୱାନୀ ବନିଗଲି, ଗଲି
 ମୋର୍ Hero ତୁଇ, ମୋର୍ ରାଜା ତୁଇ
 ମୁଇ ଗେଲେହି ରାନୀ
 ମୋର୍ ସୁନ୍ଦରୀ, ମୋର୍ ବାଉରୀ
 ମୋର୍ ଗେଲେହି ରାନୀ
 ହାଏରେ ତୋର୍ love ର Perfume ଲଗେଇଦେ
 ମୋର गुड़िया ରାନୀ (गुड़िया ରାନୀ)
 ହଁ, ହଁ ତୋର୍ ପ୍ରେମ୍ ବଗିଚାର୍ ଫୁଲ ହେଇ
 ମୁଇ ମହକୁ ଥିମି (ମହକୁ ଥିମି)
 ତୋର୍ ଦିଲ୍ ର Jail ଥି कैद କରି
 ଲଗେଇଦେ ପ୍ରେମର୍ हतकड़ी
 ବାନ୍ଧି ରଖିଥିମି ପ୍ରେମ୍ ଡ଼ୋରି
 ନାଇ ଯିବୁ ବାବୁ ମତେ ଛାଡ଼ି
 ଦିୱାନା ବନିଗଲି, ଗଲି
 ମୋର୍ beauty, ମୋର୍ cutie
 ମୋର୍ ଗେଲେହି ରାନୀ
 ମୋର୍ ବାବୁ ତୁଇ, ମୋର୍ ସୁନା ତୁଇ
 ମୁଇ ଗେଲେହି ରାନୀ
 ଏହେ, निंदिया ମୋର୍ ଉଡ଼ିଗଲାରେ
 କଲୁ କେ ଯାଦୁ? (କଲୁ କେ ଯାଦୁ?)
 ହାଁ, ହାଁ ପ୍ରେମର୍ ରଙ୍ଗେ ମତେ ରଙ୍ଗେଇଦେ
 ମୋର୍ ରଙ୍ଗିଲା ବାବୁ (ରଙ୍ଗିଲା ବାବୁ)
 नख़रा ତୋର୍ तौबा-तौबा
 ତୁଇ ମୋର୍ प्यारी दिलरुबा
 ଲଗେଇଦେଲୁ କାଏଁ ମହନି?
 ବନିଗଲି ତୋର୍ ଦିୱାନୀ
 ଦିୱାନା ବନିଗଲି, ଗଲି
 ମୋର୍ जानू ତୁଇ, ମୋର୍ ସୁନୁ ତୁଇ
 ମୋର୍ ଗେଲେହି ରାନୀ
 ତୋର୍ जानू ମୁଇ, ତୋର୍ ସୁନୁ ମୁଇ
 ମୁଇ ଗେଲେହି ରାନୀ
 

Audio Features

Song Details

Duration
04:40
Key
11
Tempo
79 BPM

Share

More Songs by Nil Sagar

Albums by Nil Sagar

Similar Songs