Sawan Barsha Paani

6 views

Lyrics

ହେ गुड़िये, ତୋର୍ जवानी, ମୋର୍ love-fever ବଢ଼େଇ ଦେଲାରେ
 ହେ गुड़िये, ତୋର୍ जवानी, ମୋର୍ love-fever ବଢ଼େଇ ଦେଲାରେ
 ତୁଇ ମୋର୍ गुड़िया ଦିଲଥି, चिड़िया ଉଡ଼େଇ ଦେଲୁ ଦିଲରେ
 ମୁଇଁ ତୋର୍ ରାନୀ ଦିଲ୍ ଦିୱାନୀ, ତୁଇ ମୋର୍ hero मजनू ରେ
 सावन ବର୍ଷା ପାନି...
 सावन ବର୍ଷା ପାନି ଟିକେ ଭିଜେଇଦେ
 ମୋର୍ ପ୍ରିୟାର୍ ଦିହେ पहला ଛିଟା ଲଗେଇଦେ
 सावन ବର୍ଷା ପାନି ଟିକେ ଭିଜେଇଦେ
 ମୋର୍ ପ୍ରିୟାର୍ ଦିହେ पहला ଛିଟା ଲଗେଇଦେ
 (ନାରେ, ନାରେ, ନାରେ, ଏ-ଏ)
 ଗୋରିଆ ରେ, ମୋର୍ ଦିଲ୍ ଦରିଆ बेक़ाबू ହେଇଗଲା
 ରସିଆ ରେ, ମୋର୍ ମନ୍ ଆକାଶେ ତୋର୍ ରଙ୍ଗ୍ ଲାଗିଗଲା
 ଇନ୍ଦ୍ରଧନୁ ଲେଖେ ସାତ୍ ରଙ୍ଗେ ତତେ ରଙ୍ଗେଇ ଦେମି
 ମୟୂରୀ ରାନୀ ହେଇ ତୋର୍ ସୁରେ ନାଚୁଥିବି (ପା, ମା, ଗା, ସାରେ, ଧାନି)
 सावन ବର୍ଷା ପାନି...
 सावन ବର୍ଷା ପାନି ଟିକେ ଭିଜେଇଦେ
 ମୋର୍ ପ୍ରିୟାର୍ ଦିହେ पहला ଛିଟା ଲଗେଇଦେ
 सावन ବର୍ଷା ପାନି ଟିକେ ଭିଜେଇଦେ
 ମୋର୍ ପ୍ରିୟାର୍ ଦିହେ पहला ଛିଟା ଲଗେଇଦେ
 लाड़ली ରେ, ତୋର୍ प्यार ମୋର୍ ଦିଲଥି बूँद-बूँद ଭରିଗଲା
 लाड़ला ରେ, ତୋର୍ ପ୍ରେମର ଧୁକା ମୋର୍ ମନକେ ଚୁଇଁଗଲା
 Rainy-season ଲେଖେ ମୋର୍ ପ୍ରେମେ ତତେ ଭିଜଉଥିମି
 ବର୍ଷାରାନୀ ହେଇ ତୋର୍ ସାଙ୍ଗେ ମୁଇଁ ଭିଜୁଥିମି (ପା, ମା, ଗା, ସାରେ, ଧାନି)
 सावन ବର୍ଷା ପାନି...
 सावन ବର୍ଷା ପାନି ଟିକେ ଭିଜେଇଦେ
 ମୋର୍ ପ୍ରିୟାର୍ ଦିହେ पहला ଛିଟା ଲଗେଇଦେ
 सावन ବର୍ଷା ପାନି ଟିକେ ଭିଜେଇଦେ
 ମୋର୍ ପ୍ରିୟାର୍ ଦିହେ पहला ଛିଟା ଲଗେଇଦେ
 

Audio Features

Song Details

Duration
04:58
Tempo
83 BPM

Share

More Songs by Nil Sagar

Albums by Nil Sagar

Similar Songs