Holle Holle

6 views

Lyrics

ଲାଲା-ଲାଲା-ଲାଲାଲା
 ଲାଲା-ଲାଲା-ଲାଲାଲା
 ଲାଲା-ଲାଲା, ଲାଲା-ଲାଲା-ଲାଲା
 ଆଖି ତୋର୍ ରସେଲି
 ଏ ମୋର୍ ରସେଲି
 ରସିଆ ବନିଗଲି ତୋର୍ ଲାଗି
 ହେ, ଆଖି ତୋର୍ ରସେଲି
 ଏ ମୋର୍ ରସେଲି
 ରସିଆ ବନିଗଲି ତୋର୍ ଲାଗି
 ତୋର୍ जादू वाला झप्पी ଟିକେ ଦେ ଲୋ ମୋର୍ ରାନୀ
 ମୋର୍ ଗୀତର୍ ସୁରେ ଟିକେ ନାଚିଦେ ସଜନୀ
 ତୋର୍ पतली कमरिया...
 ଝୁମେଇ ଦେଲା ରାନୀ हौले-हौले, हौले-हौले, हौले-हौले
 ଏ, नशा ଚଢେଇ ଦେଲା हौले-हौले, हौले-हौले, हौले-हौले
 ଦିୱାନା ବନିଗଲି
 ତୋର୍ hero ଲେଖି style ରାଜା ଦିଲକେ ଚୁରେଇ ନେଲା
 ତୁଇ ହେଇଯା ମୋର୍ मजनू, ମୁଇଁ ହେଇଯିମି लैला
 ମୋର୍ पतली कमरिया...
 ଝୁମେଇ ଦେଲା ତୋତେ हौले-हौले, हौले-हौले, हौले-हौले
 नशा ଚଢେଇ ଦେଲା हौले-हौले, हौले-हौले, हौले-हौले
 ଦିୱାନା ବନେଇ ଦେଲା
 ଲାଲା-ଲାଲା-ଲାଲାଲା
 ଲାଲା-ଲାଲା-ଲାଲାଲା
 ଲାଲା-ଲାଲା, ଲାଲା-ଲାଲା-ଲାଲା
 ମୋର୍ ଦିଲ୍, ମୋର୍ जान, ତୁଇ ଆଉ ଲୋ ମୋର୍ ସୁନା (ହାଏ)
 ମୁଇଁ ହେଇଗଲି impress ତୋତେ ଦେଖିଦେଲା ଦିନୁ
 ପାଗଲି, ବାଉରି ମୁଇଁ ବନିଗଲି ପିଲା
 ତୋର୍ प्यार ଟିକେ ଭରିଦେ, ମୋର୍ love तिजोरी ଖୁଲା
 ତୋର୍ नीली-नीली ଆଖି କାଏଁ ଯାଦୁ କରିଦେଲା?
 ଦିଲ୍ ଦେଇ ତୋତେ ବନିଗଲି ତୋର୍ दिलवाला
 ତୋର୍ तिरछी नज़रिया
 ଝୁମେଇ ଦେଲା ରାନୀ हौले-हौले, हौले-हौले, हौले-हौले
 ଏ, नशा ଚଢେଇ ଦେଲା हौले-हौले, हौले-हौले, हौले-हौले
 ଦିୱାନା ବନିଗଲି हौले-हौले, हौले-हौले, हौले-हौले
 ଏ, ଶର୍ମିଲି ନିଶା-ନିଶା ତୋର୍ ଆଖି
 ହେ, ଦିୱାନା ବନାଲା, ମୋତେ, ମୋତେ, ମୋତେ, ମୋତେ
 ଲାଲା-ଲାଲା-ଲାଲାଲା
 ଲାଲା-ଲାଲା-ଲାଲାଲା
 ଲାଲା-ଲାଲା, ଲାଲା-ଲାଲା-ଲାଲା
 प्यारी, प्यारी, ତୋର୍ smile bebo प्यारी
 ତୁଇ ହେଇଯା ଲୋ ମୋର୍ ରାନୀ, ମୋର୍ dream ରାଇଜର୍ ପରୀ
 ଧୀରେ, ଧୀରେ, କାଏଁ ମହନି ଲାଗିଗଲା?
 ମୋର୍ जवानी ଟା ରାଜା ତୋର୍ ରଙ୍ଗେ ରଙ୍ଗିଗଲା
 ତୋର୍ ଗାଲେ ଲାଜର୍ बिंदिया ମୋର୍ ଚୁରାଲା निंदिया
 ମୁଇଁ ହେମି ତୋର୍ दूल्हा ରେ, ତୁଇ ହେବୁ दुल्हनियां
 ତୋର୍ बाली-उमरिया...
 ଝୁମେଇ ଦେଲା ରାନୀ हौले-हौले, हौले-हौले, हौले-हौले
 ଏ, नशा ଚଢେଇ ଦେଲା हौले-हौले, हौले-हौले, हौले-हौले
 ଦିୱାନୀ ବନିଗଲି हौले-हौले
 

Audio Features

Song Details

Duration
05:41
Key
1
Tempo
124 BPM

Share

More Songs by Nil Sagar

Albums by Nil Sagar

Similar Songs