Are Nata
3
views
Lyrics
ଆରେ ନଟ ବଦଳିଗଲାଣି ପ୍ରେମର ପାଠ ଆରେ ନଟ ବଦଳିଗଲାଣି ପ୍ରେମର ପାଠ ଆଗେ ପ୍ରେମଥିଲା ଲୁଚା-ଛପା ଖେଳ ଏବେ ଚାରିଆଡେ ମାଳ-ମାଳ ପୁଅ କୋଳରେ ଝିଅ ଶୋଇ କହୁଛି ତାକୁ खींच, खींच, खींच तू खींच मेरी photo तू खींच मेरी photo तू खींच मेरी photo तू खींच मेरी photo ପ୍ରେମ ଏଠି ଗରମ ଚାହା, ଦିଲଟା biscuit ପରି ଦେଖିଚାହିଁ ବୁଡ଼େଇବୁ ନହେଲେ ଯିବ ବତୁରୀ ସବୁ ଜିନିଷ ମହଙ୍ଗା ଏଠି, ପ୍ରେମଟା ଶସ୍ତା ଭାରି ଯୁଆଡେ ଯିବୁ ମିଳୁଛି ଧନ relief ଚାଉଳ ପରି ଦେଶୀ ଗାଈଘିଅ ସାଧା-ସିଧା ଝିଅ ମିଳିବା मुश्किल ଜାଣିଥାରେ ପୁଅ ଚିକଣା छोरा ପଟେଇ छोरी କହୁଛି ତାକୁ खींच, खींच, खींच तू खींच मेरी photo तू खींच मेरी photo तू खींच मेरी photo तू खींच मेरी photo Petrol rate ପରି ଏଠି ଝିଅଙ୍କ love story କେବେ ବଢଇ, କେବେ କମଇ ଜାଣନ୍ତି ପ୍ରଭୁ ହରି ରୂପ ସୁନ୍ଦରୀ ଯେତେ ମାଧୁରୀ duplicate କରି ଚୁନରି ଥରେ ବଜେଇଦେଲେ दिमाग ଯିବ ଘୁରି College park ଆଉ ରାସ୍ତା-ଘାଟ ଧନ ସବୁତ ହେଲାଣି ପ୍ରେମ କୁଞ୍ଜବନ मजनू ପାଖେ लैला ବସି କହୁଛି ତାକୁ तू खींच मेरी photo तू खींच मेरी photo तू खींच मेरी photo तू खींच मेर photo तू खींच मेरी photo तू खींच मेरी photo तू खींच मेरी photo तू खींच मेरी photo
Audio Features
Song Details
- Duration
- 03:07
- Key
- 8
- Tempo
- 106 BPM