DJ Bajiba Aji
8
views
Lyrics
DJ ବାଜିବ ଆଜି, ଟୋକା ନାଚିବ ଆଜି ମନ କଥା କହିଦେ Oh my love Oh my love ହେ, ବୋମା ଫୁଟିବ ଆଜି, ଲଡୁ ଫାଟିବ ଆଜି ଚୁମ୍ମା ଗୋଟେ ଦେଇଦେ Oh my love Oh my love ହଁ, ଡେରି ତୁ ନକରି ଛାତକୁ ଚାଲିଆ ତତେ ଚାହିଁ-ଚାହିଁ ହେଲିଣି ହାଲିଆ ତୋ ଝଲକ ଟିକେ ଦେଇଦେ Oh my love Oh my love ♪ ଛାତ ଉପରେ ଠିଆ ହେଇ ତୁ ଫୋପାଡ଼ି ଦେ ତୋର ହସ Catch ତାକୁ କରିନେବି ମୁଁ ଖେଳ ହବ ପୁରା କସ ♪ ହେ, ଛାତ ଉପରେ ଠିଆ ହେଇ ତୁ ଫୋପାଡ଼ି ଦେ ତୋର ହସ Catch ତାକୁ କରିନେବି ମୁଁ ଖେଳ ହବ ପୁରା କସ ତୁ ମୋ ଦରଜ, ତୁ ମୋ ମଲମ ତୋ ପାଇଁ ମନରେ ପ୍ରେମ ଖାଲି ପ୍ରେମ ମୋ ଛାତି ଚିରି ଦେଖିନେ Oh my love Oh my love ♪ Gift ଯାହା ମୁଁ ପଠେଇଥିଲି ଫେରେଇ ଦେଲୁ ତୁ ସବୁ Flying-kiss ତତେ ପଠେଇ ଦେଲି ରଖିବୁନା ଫେରେଇବୁ? ♪ Gift ଯାହା ମୁଁ ପଠେଇଥିଲି ଫେରେଇଦେଲୁ ତୁ ସବୁ Flying-kiss ତତେ ପଠେଇ ଦେଲି ରଖିବୁନା ଫେରେଇବୁ? ରଖିଲେ ବି ଲାଭ, ଫେରେଇଲେ ଲାଭ ଏମିତି offer ଆଉ କିଏ ଦବ? ତୋ आशिक ମୋତେ କରିନେ Oh my love Oh my love Oh my love
Audio Features
Song Details
- Duration
- 02:59
- Key
- 6
- Tempo
- 150 BPM