Sambalpuri Nagin Dance

6 views

Lyrics

ଛାତିତଳେ DJ ବଜେଇଦେଲୁ
 ସମ୍ବଲପୁରୀ punch ମୋତେ ଶିଖେଇଦେଲୁ
 प्यार ଵାଲା pose ମୋତେ ଦେଖେଇଦେଲୁ, ହେ
 ସମ୍ବଲପୁରୀ punch ମୋତେ ଶିଖେଇଦେଲୁ
 प्यार ଵାଲା pose ମୋତେ ଦେଖେଇଦେଲୁ
 Sweet ସୁପାରୀ ମନଟା ମୋର ଚୋରେଇନେଲୁ
 ଦିଲଵାଲା feel ମୋତେ କରେଇଦେଲୁ
 ଛାତିତଳେ DJ ବଜେଇଦେଲୁ (ବଜେଇଦେଲୁ)
 (Break)
 (କ'ଣ କଲୁ? oh my god! କ'ଣ କଲୁ?)
 ତୋ ପ୍ରେମରେ...
 ତୋ ପ୍ରେମରେ नागिन-dance ନଚେଇଦେଲୁ
 ତୋ ପ୍ରେମରେ, ହାଁ, नागिन-dance ନଚେଇଦେଲୁ
 Heart ତଳେ smart locker ପକେଇଦେଲୁ
 इश्क़ ଵାଲା whishky ମୋତେ ଚଖେଇଦେଲୁ
 Heart ତଳେ smart locker ପକେଇଦେଲୁ
 इश्क़ ଵାଲା whishky ମୋତେ ଚଖେଇଦେଲୁ
 ହାଏ ରେ ମୋର ରଙ୍ଗିଲା-ହିରୋ, କଉଠି ଥିଲୁ?
 ଆଖିରେ ଆଖି ମିଶେଇ ମୋତେ ପଟେଇଦେଲୁ
 ରାତିସାରା ନିଦ ଉଡେଇଦେଲୁ (ଉଡେଇଦେଲୁ)
 (Break)
 (କ'ଣ କଲୁ? oh my god! କ'ଣ କଲୁ?)
 ତୋ ପ୍ରେମରେ...
 ତୋ ପ୍ରେମରେ नागिन-dance ନଚେଇଦେଲୁ
 ତୋ ପ୍ରେମରେ नागिन-dance ନଚେଇଦେଲୁ
 ଥିଲି ଗୋଟେ ସୁନାପିଲା, କରିଦେଲୁ ଲୋ ଚଗଲା
 ଏମିତି ଛୁଇଁଲୁ ମୋତେ ଲୋ baby, loveria ହେଇଗଲା
 ଇଶାରାରେ ଖେଳ କଲୁ, ନଜର ଲଗେଇଦେଲୁ
 ତୋ'ପରି ଦିୱାନା ଖୋଜୁଥିଲି ମୁଁ, ମୋତେ ଆଜି ମିଳିଗଲୁ
 Romantic-scene ବନେଇଦେଲୁ (ବନେଇଦେଲୁ)
 (Break)
 (କ'ଣ କଲୁ? oh my god! କ'ଣ କଲୁ?)
 ତୋ ପ୍ରେମରେ...
 ତୋ ପ୍ରେମରେ नागिन-dance ନଚେଇଦେଲୁ
 ତୋ ପ୍ରେମରେ नागिन-dance ନଚେଇଦେଲୁ
 Naughty-naughty ଦିଲଟା ମୋର, ବନିଗଲା ତୋ lover
 କି ଯାଦୁ କଲୁ ରେ ରୋମିଓ ରାଜା? ହେଲା ମୋତେ ପ୍ରେମ-ଜ୍ଵର
 ଆଲୋ, ମୋ sweet ଗେଲୁ, ମୋ ମନରେ entry ଗଲୁ
 ହାଉଲେ-ହାଉଲେ heart କୁ ମୋର ତୋ ଆଡକୁ ଟାଣିନେଲୁ
 ବିଦ୍ୟାରାଣ୍ ମୋତେ ଘାଏଲା କଲୁ (ଘାଏଲା କଲୁ)
 (Break)
 (କ'ଣ କଲୁ? oh my god! କ'ଣ କଲୁ?)
 ତୋ ପ୍ରେମରେ ହାଁ...
 ତୋ ପ୍ରେମରେ नागिन-dance ନଚେଇଦେଲୁ
 ତୋ ପ୍ରେମରେ नागिन-dance ନଚେଇଦେଲୁ
 

Audio Features

Song Details

Duration
05:04
Tempo
92 BPM

Share

More Songs by Mantu Chhuria

Albums by Mantu Chhuria

Similar Songs