Tu Mora Habulo Mama
7
views
Lyrics
ହାଏ ମାମା ତୋର ହରିଣୀ ଆଖି, ନମକୀନ୍ ପୁଡ଼ିଆ ତୁ ମୋ ପଞ୍ଜୁରୀର matching ଶାରୀ ମୋ ପାଖେ ଉଡ଼ିଆ ତୁ ତୁ ଥିଲେ ମୋ monday ରୁ sunday ଲାଗୁଛି ବଢ଼ିଆ ତୁ ମୋ ପାଇଁ ପୁରା fitting ହେଲେ family କି ଅଡୁଆ ଆଲୋ ମୋର दिल की जानिया-ଆଆ ନାଚିବା ପ୍ରେମର ତାଥେଇୟା-ଆଆ Trailer ନୁହେଁ ଦେଖେଇବି full cinema (full cinema, full cinema) ଦେଖିଲେ ଦେଖୁ ଏ ज़माना ତୁ ମୋର ହବୁ, ମୋର ହବୁ ଜାଣିଥା ଲୋ ମାମା ଏ बड़ा बेशरम ତୋ ପ୍ରେମ निशाना ହଁ, ଅଦିନେ ଆସି ଦିଲଟାକୁ ମୋ କରିଦେଲା क़ीमा ♪ ଆଲୋ कच्ची कली, ଯେବେ ଦେଖିଦେଲି Naughty ଵାଲା ତୋର ଇଶାରା ମନ କୁଞ୍ଜବନେ ବିଞ୍ଚିହେଇଗଲା ତୋ ପ୍ରେମର ମେଘ ଅସରା ଲାଗେ ମୋତେ କାଇଁ ଚାଲେ ସଇଁ-ସଇଁ? ପ୍ରେମ ରେଳଗାଡ଼ି ଆଗକୁ ହେଲେ ହେଇଯାଉ ଯେତେ ଦୁର୍ଘଟଣା ଛାଡିବିନି ତୋର ବଗିକୁ ଆଲୋ ମୋର ଚିକନି ଛମିଆଁ-ଆଆ ଥରେ ଖାଲି ମୋ ଆଡ଼େ ଚାଲିଆ-ଆଆ କରେଇନେ ମୋ ପାଖେ ତୋ ଜୀବନ ବିମା (ଜୀବନ ବିମା, ଜୀବନ ବିମା) ଦେଖିଲେ ଦେଖୁ ଏ ज़माना ତୁ ମୋର ହବୁ, ମୋର ହବୁ ଜାଣିଥା ଲୋ ମାମା बड़ा बेशरम ତୋ ପ୍ରେମ निशाना ହଁ, ଅଦିନେ ଆସି ଦିଲଟାକୁ ମୋ କରିଦେଲା क़ीमा ♪ ଥିଲି भोली-भाली, କଲୁ ତୁ ଫାଜିଲି ବଢ଼ିଗଲା ମୋର affection ଆଜିକାଲି ମନ ହେଲାଣି ଉଚ୍ଛନ୍ନ ଖୋଜେ ଖାଲି ପ୍ରେମ connection ଥିଲି ସାଧାସିଧା, କରିଦେଲୁ ଫିଦା ବଢ଼ି, ବଢ଼ିଯାଏ attraction ହବୁ ନାହିଁ जुदा, ହବ ଅସୁବିଧା ମୁଁ ତୋ ରୋଗୀ, ତୁ ମୋର injection ଆରେ ମୋର sweet ਸੋਹਣਿਆ-ଆଆ ହେଇଯା ମୋ ମନର କୁଣିଆ-ଆଆ ହେଇଗଲେ ହେଇଯାଉ full ହଙ୍ଗାମା (full ହଙ୍ଗାମା, full ହଙ୍ଗାମା) ଦେଖିଲେ ଦେଖୁ ଏ ज़माना ମୁଁ ତୋର ହେବି sweet baby, ଜାଣିଥା ରେ ରାମା ଦେଖିଲେ ଦେଖୁ ଏ ज़माना ତୁ ମୋର ହବୁ, ମୋର ହବୁ ଜାଣିଥା ଲୋ ମାମା
Audio Features
Song Details
- Duration
- 03:37
- Key
- 10
- Tempo
- 148 BPM