Mu Ferile Tumara
6
views
Lyrics
ଆଜି ପାଇଁ ଏତିକି ଥାଉ इश्क़-विश्क, प्यार-व्यार Overtime ହେଇଗଲାଣି, see you again यार ♪ ଓ, ଆଜି ପାଇଁ ଏତିକି ଥାଉ इश्क़-विश्क, प्यार-व्यार Overtime ହେଇଗଲାଣି, see you again यार Late ରେ ଘରେ entry ମାରିଲେ Late ରେ ଘରେ entry ମାରିଲେ କାଳେ ଫିଟିଯିବ जानू ଆମ ଗୁମର ମୁଁ ଫେରିଲେ ତୁମର ମୁଁ ଫେରିଲେ ତୁମର ହାଁ, ମୁଁ ଫେରିଲେ ତୁମର ମୁଁ ଫେରିଲେ ତୁମର ଆଜି ପାଇଁ ଏତିକି ଥାଉ cold coffee, choco-bar जान-ए-मन ଦିଅ ମେଲାଣି, see you again यार କାଲି ସଞ୍ଜରେ ଚା' ଖଟିରେ କାଲି ସଞ୍ଜରେ ଚା' ଖଟିରେ Sure ଦେଖାହବ darling ପୁଣି ଆମର ମୁଁ ଫେରିଲେ ତୁମର ମୁଁ ଫେରିଲେ ତୁମର ମୁଁ ଫେରିଲେ ତୁମର ମୁଁ ଫେରିଲେ ତୁମର ♪ ଯେବେଠାରୁ ତମ ପ୍ରେମରେ falling, falling, falling ଛାତିରୁ ମୋ heart ହେଇଚି missing, missing, missing ଆଖି ଆଖିରେ ମାର ନାହିଁ ରେ, ଏମିତିକା ପ୍ରେମ-ଛୁଙ୍କ ଦିଲଟାକୁ କରି ତୁମକୁ selling, selling, selling ଚାହିଁଲେ ବି କରି ପାରୁନି sleeping, sleeping, sleeping ତମ ପାଇଁ ରେ, ଭୁଲ ହେଲା ରେ ଯେତେ ସବୁ ମୋର ଅଙ୍କ ବାଟ ଘାଟରେ ରହିବନି ରେ ବାଟ ଘାଟରେ ରହିବନି ରେ ଘରେ ଯାଇ fresh ହେଇ message କର ମୁଁ ଫେରିଲେ ତୁମର ମୁଁ ଫେରିଲେ ତୁମର ମୁଁ ଫେରିଲେ ତୁମର ମୁଁ ଫେରିଲେ ତୁମର ♪ ତମ ପାଇଁ ଏଇ ମନଟା crying, crying, crying ତମ ନାଁ ଖାଲି ଓଠ ମୋ saying, saying, saying ଜମା ଆଉ ରେ, ପାରୁ ନାହିଁ ରେ ତମଠାରୁ ଦୁରେ ରହି ଖିଲି-ଖିଲି ତମ ହସଟା charming, charming, charming ତମ ଛୁଆଁ କରେ ଦେହକୁ warming, warming, warming ପରମ୍ ସୁନ୍ଦରୀ, କଳା ଶାୟରୀ ଲେଖି ବସେ ତୁମ ପାଇଁ Dinner ସାରି ଖେଳିବି ଧରି ହଁ, Dinner ସାରି ଖେଳିବି ଧରି ତମେ ଦେଇଥିବା ସେଇ Teddy-Bear ମୁଁ ଫେରିଲେ, ଫେରିଲେ ତୁମର ମୁଁ ଫେରିଲେ ତୁମର ହାଁ, ମୁଁ ଫେରିଲେ ତୁମର ମୁଁ ଫେରିଲେ ତୁମର, ତୁମର ମୁଁ ଫେରିଲେ ତୁମର, ତୁମର ମୁଁ ଫେରିଲେ ତୁମର, ତୁମର, ତୁମର, ତୁମର
Audio Features
Song Details
- Duration
- 05:08
- Key
- 8
- Tempo
- 66 BPM