Ram Babu Ghara Jhia

4 views

Lyrics

ଗୁଆ ଘିଅ ଖିଆ ସୁନ୍ଦରୀ ଲୈଲା
 କଉ ଶ୍ୱଶୁରର ଝିଅ ସେ ପିଲା?
 ଗୁଆ ଘିଅ ଖିଆ ସୁନ୍ଦରୀ ଲୈଲା
 କଉ ଶ୍ୱଶୁରର ଝିଅ ସେ ପିଲା?
 କେଜାଣି କିଏ ସେ produce କଲା
 ମାଲ୍ ସାଙ୍ଗକୁ ଚାଖେଣା ଦେଲା
 Market ରେ ରଖିଲେ ପାଦ, Heart ସବୁ ଥରୁଛି
 ବୁଢ଼ା ହଣ୍ଡା ଭେଣ୍ଡିଆଙ୍କ ନଜର ଲାଖି ଯାଉଛି
 କାହା ଝିଅ ସେ କିଏ କହିଦିଅ ଲୋ, ଲୋ, ଲୋ
 (ଆରେ ଇଏ ପା ରାମବାବୁ ଘର ଝିଅ)
 ସେ ତ ରାମବାବୁ ଘର ଝିଅ ଲୋ, ତାକୁ dj ବଜେଇ ନିଅ ଲୋ
 ସେ ତ ରାମବାବୁ ଘର ଝିଅ ଲୋ, ତାକୁ ହୁଳୁହୁଳି ଟିକେ ଦିଅ ଲୋ
 ♪
 ଆଗେ ଥିଲା ତାର ଚେଞ୍ଚେରା ଚେହେରା, ଏବେ ତ ଗୁଦୁଲୁଗୁମା
 Phone ରେ ସିଏ କାହାକୁ କେଜାଣି ଫୋଫାଡୁଛି ଖାଲି ଚୁମ୍ମା
 କିଆବୁଦା ପରି କେଶ ତାର ଥିଲା ସବୁ ମନେ ପଡୁଛି
 ବାସନା ତେଲକୁ shampoo dry ମାରି କେରକେରା ନାଗୁଛି
 ବିଲାତି ପାଠ ଶିଖିଲା ଦିନୁ ଖଣ୍ଡି english ମାରୁଛି
 ଆମକୁ ଆଉ ଦେଖିଲେ ସିଏ ବାସିରେ କି ପଚାରୁଛି
 କିଏ କେମିତି ତାକୁ ସମ୍ଭାଳିବ ଲୋ, ଲୋ, ଲୋ
 (ତା ବପା ସେ କଥା ବୁଝିବନି)
 ସେ ତ ରାମବାବୁ ଘର ଝିଅ ଲୋ, ତାକୁ dj ବଜେଇ ନିଅ ଲୋ
 ସେ ତ ରାମବାବୁ ଘର ଝିଅ ଲୋ, ତାକୁ ହୁଳୁହୁଳି ଟିକେ ଦିଅ ଲୋ
 ♪
 ସହରି ପାଣି ଏତେ ଯାଦୁ ଅଛି, slowly ମୁଁ ବୁଝିଲି
 କଳା skin ତାର ଦି'ମାସ ଭିତରେ white ହେଲା ବୋଲି
 ଆରେ ଆରେ, ପଖାଳ କଂସାକୁ ଆଣ ଆଖିରେ ବି ଆଉ ସିଏ ଚାହୁଁନି
 Chicken, mutton, fastfood ଖାଇ ମନ ବି ତାର ଭରୁନି
 ବୋଉ ଡାକ ଛାଡି ଏବେ mummy mummy ଡାକୁଛି
 ମୁଣ୍ଡିଆ ମରା ଭୁଲିଯାଇ hello, hi କହୁଛି
 କାହା କପାଳେ booking ସିଏ ହବ ଲୋ, ଲୋ, ଲୋ
 ସେ ତ ରାମବାବୁ ଘର ଝିଅ ଲୋ, ତାକୁ dj ବଜେଇ ନିଅ ଲୋ
 ସେ ତ ରାମବାବୁ ଘର ଝିଅ ଲୋ, ତାକୁ ହୁଳୁହୁଳି ଟିକେ ଦିଅ ଲୋ
 ସେ ତ ରାମବାବୁ ଘର ଝିଅ ଲୋ, ତାକୁ dj ବଜେଇ ନିଅ ଲୋ
 ସେ ତ ରାମବାବୁ ଘର ଝିଅ ଲୋ, ତାକୁ ହୁଳୁହୁଳି ଟିକେ ଦିଅ ଲୋ
 (ରାମ ବାବୁ ତମକୁ ଜୁହାର, ତମ ଝିଅକୁ ଜୁହାର, dj)
 

Audio Features

Song Details

Duration
04:47
Key
9
Tempo
82 BPM

Share

More Songs by Mantu Chhuria

Albums by Mantu Chhuria

Similar Songs