To Jalwa to Tevar

3 views

Lyrics

Cocktail ପରି ତୋ ଆଖିର ନିଶା (ଆଖିର ନିଶା, ଆଖିର ନିଶା)
 ଧୀରେ-ଧୀରେ ମୋ ଦେହରେ ଚଢ଼ିଗଲା (ଚଢ଼ିଗଲା, ଚଢ଼ିଗଲା)
 Cocktail ପରି ତୋ ଆଖିର ନିଶା
 ଧୀରେ-ଧୀରେ ମୋ ଦେହରେ ଚଢ଼ିଗଲା
 ତୋ honey-bunny କଥାରେ କୁହୁକ ମିଶା
 ଧଡ୍ କିନା धड़कन ବଢିଗଲା
 କହ କରିଦେଲୁ କି जादू टोना
 ମୋ ଓଠରେ ଏବେ ଖାଲି ତୋ ନାଁ
 ଆଖିର ତୁ screen-saver
 ଧୀରେ-ଧୀରେ-ଧୀରେ ଧୀରେ ଦେଖି ତୋ जलवा ତୋ तेवर
 ଧୀରେ-ଧୀରେ-ଧୀରେ ଧୀରେ ହେଲା ମୋତେ love-fever
 ଧୀରେ-ଧୀରେ-ଧୀରେ ଧୀରେ ଦେଖି ତୋ जलवा ତୋ तेवर
 ଧୀରେ-ଧୀରେ-ଧୀରେ ଧୀରେ ହେଲା ମୋତେ love-fever
 Cutie pie ଚେହେରା ତୋର
 ଆଖିରେ ମୋ ଗଲା ଛପି
 Cutie pie ଚେହେରା ତୋର ଆଖିରେ ମୋ ଗଲା ଛପି
 ତୋବିନା ଲାଗେ ଜୀବନଟା ବିନା ଚିନି ବାଲା Coffee
 Cutie pie ଚେହେରା ତୋର
 ହଁ, Cutie pie ଚେହେରା ତୋର
 ତୋତେ ଦେଖିଲେ ହୁଏ କିଛି-କିଛି
 ତୋ ଆଖି ଇଶାରରେ ଅଛି Whiskey ର hangover
 ଧୀରେ-ଧୀରେ-ଧୀରେ ଧୀରେ ଦେଖି ତୋ जलवा ତୋ तेवर
 ଧୀରେ-ଧୀରେ-ଧୀରେ ଧୀରେ ହେଲା ମୋତେ love-fever
 ଧୀରେ-ଧୀରେ-ଧୀରେ ଧୀରେ ଦେଖି ତୋ जलवा ତୋ तेवर
 ଧୀରେ-ଧୀରେ-ଧୀରେ ଧୀରେ ହେଲା ମୋତେ love-fever
 शायराना अंदाज़ ତୋର
 ହଲଚଲ କରେ ଛାତି
 शायराना अंदाज़ ତୋର ହଲଚଲ କରେ ଛାତି
 Perfume ତୋର ମୋ ନିଶ୍ୱାସେ ମହକେ ଦିନ-ରାତି
 शायराना अंदाज़ ତୋର
 ହଁ, शायराना अंदाज़ ତୋର
 ତୋର ହାଲ୍କା-ହାଲ୍କା smile
 ମୋ ମନରେ ଛାଡେ missile
 सुन ଛାତି ନ ମୋ ଡର୍
 ଧୀରେ-ଧୀରେ-ଧୀରେ ଧୀରେ ଦେଖି ତୋ जलवा ତୋ तेवर
 ଧୀରେ-ଧୀରେ-ଧୀରେ ଧୀରେ ହେଲା ମୋତେ love-fever
 ଧୀରେ-ଧୀରେ-ଧୀରେ ଧୀରେ ଦେଖି ତୋ जलवा ତୋ तेवर
 ଧୀରେ-ଧୀରେ-ଧୀରେ ଧୀରେ ହେଲା ମୋତେ love-fever
 

Audio Features

Song Details

Duration
04:00
Key
10
Tempo
92 BPM

Share

More Songs by Mantu Chhuria

Albums by Mantu Chhuria

Similar Songs